କଳାହାଣ୍ଡି ଲୋକସଭାରେ ବିଜେପି ଓ ୪ଟି ବିଧାନସଭା ଆସନରେ ବିଜେଡ଼ି ଆଗୁଆ

କଳାହାଣ୍ଡି : କଳାହାଣ୍ଡି ଲୋକସଭା ଆସନରେ ଅପରାହ୍ନ ୩ଟା ସୁଦ୍ଧା ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗରେ ଅଛନ୍ତି। ସେହିପରି ଭବାନୀପାଟଣା ବିଧାନସଭାରେ ବିଜେପିର ପ୍ରଦୀପ୍ତ ନାଏକ ଆଗୁଆ ଅଛନ୍ତି। ଅନ୍ୟପକ୍ଷରେ ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂହ, ଲାଞିଗଡ଼ରେ ବିଜେଡିର ପ୍ରଦୀପ ଦିଶାରୀ, ଜୁନାଗଡ଼ରେ ବିଜେଡ଼ିର ଦିବ୍ୟ ଶଙ୍କର ମିଶ୍ର ଏବଂ ଧର୍ମଗଡ଼ରେ ବିଜେଡ଼ିର ମହୋଷଧି ବାଗ ଆଗରେ ଅଛନ୍ତି।

Comments are closed.