ବିଜେପିର ସାଙ୍ଗଠନିକ ପୁନର୍ଗଠନ, ନିଯୁକ୍ତ ହେଲେ ୩୬ ପ୍ରଭାରୀ ଓ ୨୭ ସହ-ପ୍ରଭାରୀ

ବିହାର ବିଧାନସଭା ନିର୍ବାଚନ ଓ କେତେକ ରାଜ୍ୟର ଉପନିର୍ବାଚନରେ ବିଜୟ ଲାଭ ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ୩୬ ଜଣ ପ୍ରଭାରୀ ଓ ୨୭ ଜଣ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି। ଓଡିଶା ପାଇଁ ଶ୍ରୀମତୀ ଡ଼ି. ପୁରନ୍ଦେଶ୍ୱରୀ ପ୍ରଭାରୀ ନିଯୁକ୍ତ ହୋଇଥିବା ବେଳେ ବିଜୟପାଳ ସିଂ ତୋମାର ସହ-ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି।

ପ୍ରଭାରୀ ତାଲିକା

ଆଣ୍ଡାମାନ ଓ ନିକୋବର: ସତ୍ୟ କୁମାର
ଆନ୍ଧ୍ରପ୍ରଦେଶ: ବି. ମୁରଲୀଧରନ
ଅରୁଣାଚଳପ୍ରଦେଶ: ଦିଲ୍ଲୀପ ଶୈକ୍ୟା
ଆସାମ: ବୈଜୟନ୍ତ ପଣ୍ଡା
ବିହାର: ଭୁପେନ୍ଦ୍ର ଯାଦବ
ଚଣ୍ଡୀଗଡ଼: ଦୁଷ୍ୟନ୍ତ କୁମାର ଗୌତମ
ଛତିଶଗଡ଼: ଶ୍ରୀମତୀ ଡ଼ି. ପୁରନ୍ଦେଶ୍ୱରୀ
ଦାମନ ଡ଼ିଉ ଓ ଦାଦାର ନଗର ହାଭେଲି: ଶ୍ରୀମତୀ ବିଜୟ ରହଟାକର
ଦିଲ୍ଲୀ: ବୈଜୟନ୍ତ ପଣ୍ଡା
ଗୋଆ: ସି.ଟି. ରବି
ଗୁଜୁରାଟ: ଭୁପେନ୍ଦ୍ର ଯାଦବ
ହରିୟାଣା: ବିନୋଦ ତାଉଡେ
ହିମାଚଳପ୍ରଦେଶ: ଅବିନାଶ ରାୟ ଖାନ୍ନା
ଜାମ୍ମୁ କାଶ୍ମୀର: ତରୁଣ ଚୂଗ
ଝାଡ଼ଖଣ୍ଡ: ଦିଲ୍ଲୀପ ଶୈକ୍ୟା
କର୍ଣ୍ଣାଟକ: ଅରୁଣ ସିଂ
କେରଳ: ସି.ପି. ରାଧାକୃଷ୍ଣନ
ଲଦାଖ: ତରୁଣ ଚୂଗ
ଲାକ୍ଷାଦ୍ଵୀପ: ଅବଦୁଲ୍ଲା କୁଟ୍ଟୀ
ମଧ୍ୟପ୍ରଦେଶ: ପି. ମୁରଲୀଧର ରାଓ
ମହାରାଷ୍ଟ୍ର: ସି.ଟି. ରବି
ମଣିପୁର: ଡଃ ସମ୍ବିତ ପାତ୍ର
ମେଘାଳୟ: ଚୂବା ଏ ଓ
ମିଜୋରାମ: ମୋହନଲୁମୋ କିକୋନ
ନାଗାଲାଣ୍ଡ: ନଳିନୀ କୋହଲି
ପୁଡୁଚେରୀ: ନିର୍ମଳ କୁମାର ସୁରୁଣା
ପଞ୍ଜାବ: ଦୁଷ୍ୟନ୍ତ କୁମାର ଗୌତମ
ରାଜସ୍ଥାନ: ଅରୁଣ ସିଂ
ସିକିମ: ଡଃ ସୁକାନ୍ତ ମଜୁମଦାର
ତାମିଲନାଡୁ: ସି.ଟି. ରବି
ତେଲେଙ୍ଗାନା: ତରୁଣ ଚୋଗ
ତ୍ରିପୁରା: ବିନୋଦ ସୋନକର
ଉତ୍ତରପ୍ରଦେଶ: ରାଧାମୋହନ ସିଂ
ଉତ୍ତରାଖଣ୍ଡ: ଦୁଷ୍ୟନ୍ତ କୁମାର ଗୌତମ
ପଶ୍ଚିମବଙ୍ଗ: କୈଳାଶ ବିଜୟବର୍ଗିୟ

ସହ-ପ୍ରଭାରୀ ତାଲିକା

ଆସାମ: ପବନ ଶର୍ମା
ବିହାର: ହରିଶ ଦ୍ବିବେଦୀ ଓ ଅନୁପମ ହାଜରା
ଛତିଶଗଡ଼: ନିତିନ ନବୀନ
ଦିଲ୍ଲୀ: ଶ୍ରୀମତୀ ଡଃ ଅଳକା ଗୁଜ୍ଜର
ଗୁଜୁରାଟ: ସୁଧୀର ଗୁପ୍ତା
ହରିୟାଣା: ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
ହିମାଚଳପ୍ରଦେଶ: ସଞ୍ଜୟ ଟଣ୍ଡନ
ଜାମ୍ମୁ କାଶ୍ମୀର: ଆଶିଷ ସୁଦ
ଝାଡ଼ଖଣ୍ଡ: ଡଃ ସୁବାଷ ସରକାର
କର୍ଣ୍ଣାଟକ: ଶ୍ରୀମତୀ ଡ଼ି.କେ. ଅରୁଣା
କେରଳ: ସୁନୀଲ କୁମାର
ମଧ୍ୟପ୍ରଦେଶ: ଶ୍ରୀମତୀ ପଙ୍କଜା ମୁଣ୍ଡେ ଓ ବିଶେଶ୍ୱର ଟୁଡୁ
ମହାରାଷ୍ଟ୍ର: ଓମ ପ୍ରକାଶ ଧ୍ରୁବ ଓ ଜୟଭାନ ସିଂ ପବେୟା
ପଞ୍ଜାବ: ଡଃ ନରେନ୍ଦ୍ର ସିଂ
ରାଜସ୍ଥାନ: ଶ୍ରୀମତୀ ଡଃ ଭାରତୀବେନ ସିଆଲ
ତାମିଲନାଡୁ: ସୁଧାକର ରେଡ୍ଡୀ
ଉତ୍ତରପ୍ରଦେଶ: ସୁନୀଲ ଓଝା, ସତ୍ୟ କୁମାର ଓ ସଂଜୀବ ଚୌରାସିୟା
ଉତ୍ତରାଖଣ୍ଡ: ଶ୍ରୀମତୀ ରେଖା ବର୍ମା
ପଶ୍ଚିମବଙ୍ଗ: ଅରବିନ୍ଦ ମେନନ ଓ ଅମିତ ମାଲବୀୟ

Comments
Loading...