ମୁରିବାହାଲରେ ବିଜେଡି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ମୁରିବାହାଲ: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଅଜୟ ଦାଶଙ୍କ ନେତୃତ୍ୱରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ଓ ମାଳିଶିରା ପଞ୍ଚାୟତର କର୍ମୀ ସମ୍ମିଳନୀ ତେନ୍ତୁଳିଖୁଣ୍ଟି ଗାଁରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ବିଜେଡି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଜୟ ଦାଶଙ୍କ ନେତୃତ୍ୱରେ କଂଗ୍ରେସ ଓ ବିଜେପି ଦଳର କର୍ମୀ ଓ ନେତା ବଜେଡି ଦଳରେ ଯୋଗ ଦେଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ଅଜିତ ଯୋଷୀ, ବିଜେଡି ନେତା ମିନିକେତନ ପାତ୍ର, ଯୁବ ନେତା ଚିତରଞ୍ଜନ ବାଗ, ପ୍ରଦୀପ କୁମାର ପୁଟେଲ, ଚିନ୍ମୟ ଖର୍ସେଲ, ଗୁପ୍ତେ ବିଭାର, ସତ୍ୟବାନ ଭୋଇ, ନିଲାମ ମହାକୁର, ହୃଷି ବାଗ, ଲଳିତ ମହାନ୍ତି, ଅନଙ୍ଗ ବେହେରା, ମଧୁସୂଦନ ଗହିର , ସୁବିନ୍ଦ ବେହେରା, ଇଶ୍ୱର ବେହେରା, ଦିଲୀପ ମହାନନ୍ଦ, ବୁଧ ସାହୁ, ରିନା ପୁଟେଲ, ଝରନା ଜାନୀ, ରୁକ୍ମଣୀ ସେଲମା, ସୁମିତ୍ରା ଭୋଇ, ରଜଣୀ ବାଗ, ପୁଷ୍ପା ଘିଭେଲା, ନନ୍ଦିନୀ ହାତୀ, ହୃଦାନନ୍ଦ ଘିଭେଲା, ଡିଜେନ ସାହୁ, ଡମ୍ବରୁ ବାରିକ, ରମେଶ ବସ୍ତିଆ, ସତ୍ୟବାନଭୋଇ, ସୁନାଧର ପ୍ରଦାନୀ, ବବୃ ପଧାନ, ରଧେଶ୍ୟାମ ବସ୍ତିଆ, ଦେବରାଜ ବେହେରା ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ତିତ ଥିଲେ।

Comments are closed.