ବିଜେଡିର ମୋଟର ସାଇକେଲ ଶୋଭାଯାତ୍ରା

ନେମାଳ : କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନେମାଳ ଥାନା ଅନ୍ତର୍ଗତ ୨୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‍ ଅଧିନରେ ଥିବା ନେମାଳ, ତିଲକଣା, ପାଳଦା, ସାନ୍ତପୁର, କଳମିଶ୍ରି, ଜନାର୍ଦ୍ଦନପୁର, ବନ୍ଧୁପୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

Comments are closed.