ଡ଼ାବୁଗାଁ ବିଜେଡ଼ି ପ୍ରାର୍ଥୀ ମନହୋର ରନଧାରୀ ବିଜୟୀ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଡ଼ାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ମନହୋର ରନଧାରୀ ବିଜୟୀ ହୋଇଛନ୍ତି। ମନହୋର ରନଧାରୀ କଂଗ୍ରେସ ପ୍ରାର୍ଥୀ ଭୂଜବଳ ମାଝୀଙ୍କୁ ୭ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ପଦ୍ମନ ନାଏକ ତୃତୀୟ ସ୍ଥାନରେ ରହିଛନ୍ତି।