କଟକ ଲୋକସଭା ଆସନରେ ଭର୍ତ୍ତୁହରି ମହତାବ ଆଗୁଆ

କଟକ : କଟକ ଲୋକସଭା ଆସନରେ ୫ଟା ୩୦ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଆଗୁଆ ରହିଛନ୍ତି। ଭର୍ତ୍ତୁହରି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଠାରୁ ୩୮୬୦୬ଭୋଟରେ ଆଗରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ ତୃତୀୟ ସ୍ଥାନରେ ରହିଛନ୍ତି।

Comments are closed.