ବିଜେଡି ବିଧାୟକ ଦଳର ବୈଠକ ଶେଷ

ଭୁବନେଶ୍ୱର .-   ରବିବାରରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳର ବୈଠକ  ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଙ୍ଘୀୟ ବ୍ୟବସ୍ଥାରେ  ସହଯୋଗ ଚାହୁଁଛି । ଗୃହରେ ସମସ୍ତ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକରେ ରାଜ୍ୟ ସମ୍ପର୍କରେ ଆଲୋଚନା  ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ବୈଠକରେ ବିଧାନସଭା ଅଧିବେଶନ ସମୟରେ ଦଳ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Comments are closed.