ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ଢାଳିଲା ସୁନାକଳସ

ଭୁବନେଶ୍ୱର : ଲୋକସଭା ନିର୍ବାଚନ ୨୦୧୯ ଫଳାଫଳକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେହିପରି ଓଡ଼ିଶାର ୧୪୬ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନ ଜିତିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ୨୨ଟି ଆସନ, କଂଗ୍ରେସ ୧୦ଟି ଆସନ ଓ ସ୍ୱାଧୀନ ୦୨ଟି ଆସନ ଜିତୁଥିବା ଜଣାପଡିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଆସନରେ କେଉଁ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।

କଳାହାଣ୍ଡି ଲୋକସଭା ଆସନ :
୧. ଭବାନୀପାଟଣା – ପ୍ରଦୀପ୍ତ କୁମାର ନାୟକ(ବିଜେପି)
୨. ଜୁନାଗଡ – ଦିବ୍ୟ ଶଙ୍କର ମିଶ୍ର (ବିଜେଡି)
୩. ଧର୍ମଗଡ – ମୌସାଧୀ ବାଗ(ବିଜେଡି)
୪. ନର୍ଲା- ଭୁପିନ୍ଦର ସିଂହ (ବିଜେଡି)
୫. ନୂଆପଡା – ରାଜେନ୍ଦ୍ର ଢୋଲାକିଆ(ବିଜେଡି)
୬. ଖରିଆର- ଅଧିରାଜ ମୋହନ ପାଣିଗ୍ରାହି(କଂଗ୍ରେସ)
୭. ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ(ବିଜେଡି)
ନବରଙ୍ଗପୁର ଲୋକସଭା ଆସନ
୧. ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ(ବିଜେପି)
୨. ଡାବୁଗାଁ- ମନୋହର ରନ୍ଧାରୀ(ବିଜେଡି)
୩. କୋଟପାଡ- ପଦ୍ମିନୀ ଦିଆନ(ବିଜେଡି)
୪. ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା(ବିଜେଡି)
୫. ନବରଙ୍ଗପୁର- ସଦାଶିବ ପ୍ରଧାନୀ(ବିଜେଡି)
୬. ଝରିଗାଁ- ପ୍ରକାଶ ଚନ୍ଦ୍ର ମାଝୀ(ବିଜେଡି)
୭. ମାଲକାନଗିରି- ଆଦିତ୍ୟ ମାଢ଼ି(ବିଜେପି)
ବ୍ରହ୍ମପୁର ଲୋକସଭା ଆସନ
୧. ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା(ବିଜେଡି)
୨. ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ(ବିଜେଡି)
୩. ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା(ବିଜେଡି)
୪. ଦିଗପହଣ୍ଡି- ସୂର୍ଯ୍ୟ ନାରାୟଣ ପାତ୍ର(ବିଜେଡି)
୫. ଚିକିଟି- ଉଷା ଦେବୀ(ବିଜେଡି)
୬. ପାରଳାଖେମୁଣ୍ଡି- କେ. ନାରାୟଣ ରାଓ(ବିଜେପି)
୭. ମୋହନା- ଦାଶରଥୀ ଗମାଙ୍ଗ(କଂଗ୍ରେସ)
କୋରାପୁଟ ଲୋକସଭା ଆସନ
୧. ଗୁଣପୁର – ରଘୁନାଥ ଗମାଙ୍ଗ(ବିଜେଡି)
୨. ବିଷମକଟକ- ଜଗନ୍ନାଥ ସାରକା(ବିଜେଡି)
୩. ରାୟଗଡା- ଲାଲ ବିହାରୀ ହିମିରିକା(ବିଜେଡି)
୪. କୋରାପୁଟ- ରଘୁରାମ ପାଡାଲ(ବିଜେଡି)
୫. ଜୟପୁର- ତାରା ପ୍ରସାଦ ବାହିନୀପତି(କଂଗ୍ରେସ)
୬. ପଟାଙ୍ଗୀ- ପିତମ ପାଢୀ(ବିଜେଡି)
୭. ଲକ୍ଷ୍ମୀପୁର- ପ୍ରଭୁ ଜାନି(ବିଜେଡି)
ଆକ୍ସା ଲୋକସଭା ଆସନ
୧. ଆସିକା- ମଞ୍ଚୁଳା ସ୍ୱାଇଁ(ବିଜେଡି)
୨. ସୋରଡା- ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ(ବିଜେଡି)
୩. ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା(କଂଗ୍ରେସ)
୪. ହିଞ୍ଜିଳି- ନବୀନ ପଟ୍ଟନାୟକ(ବିଜେଡି)
୫. ପୋଲସରା- ଶ୍ରୀକାନ୍ତ ସାହୁ(ବିଜେଡି)
୬. କବିସୂର୍ଯ୍ୟନଗର- ଲତିକା ପ୍ରଧାନ(ବିଜେଡି)
୭. ଖଲିକୋଟ- ସୂର୍ଯ୍ୟମଣି ବୈଦ୍ୟ(ବିଜେଡି)


୧. ବାଲିଗୁଡା- ଚକ୍ରମଣି କହଁର(ବିଜେଡି)
୨. ଜି.ଉଦୟଗିରି- ସାଲୁଗା ପ୍ରଧାନ(ବିଜେଡି)
୩. ବୌଦ୍ଧ- ପ୍ରଦୀପ କୁମାର ଅମାତ(ବିଜେଡି)
୪. କଣ୍ଟାମାଳ- ମହେନ୍ଦ୍ର ରାଣା(ବିଜେଡି)
୫. ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ(ବିଜେଡି)
୬. ଦଶପଲା- ରମେଶ ଚନ୍ଦ୍ର ବେହେରା (ବିଜେଡି)
୭. ଫୁଲବାଣୀ- ଅଙ୍ଗଦ କହଁର(ବିଜେଡି)
ବଲାଙ୍ଗୀର ଲୋକସଭା ଆସନ
୧. ଟିଟିଲାଗଡ- ଟୁକୁନି ସାହୁ(ବିଜେଡି)
୨. ପାଟଣାଗଡ- ସରୋଜ କୁମାର ମେହେର(ବିଜେଡି)
୩. ସୋନପୁର- ନିରଞ୍ଜନ ପୂଜାରୀ(ବିଜେଡି)
୪. କଣ୍ଟାବାଞ୍ଜି- ସନ୍ତୋଷ ସିଂହ ସାଲୁଜା(କଂଗ୍ରେସ)
୫. ବୀରମହାରାଜପୁର- ପଦ୍ମନାଭ ବେହେରା(ବିଜେଡି)
୬. ଲୋଇସିଂହା- ମୁକେଶ ମହାଲିଙ୍ଗ(ବିଜେପି)
୭. ବଲାଙ୍ଗୀର- ନରସିଂହ ମିଶ୍ର(କଂଗ୍ରେସ)
ବରଗଡ ଲୋକସଭା ଆସନ
୧. ବରଗଡ- ଦେବେଶ ଆଚାର୍ଯ୍ୟ(ବିଜେଡି)
୨. ଅତାବିରା- ସେହ୍ନାଙ୍ଗିନୀ ଛୁରିଆ(ବିଜେଡି)
୩. ଭଟଲି- ସୁଶାନ୍ତ ସିଂହ(ବିଜେଡି)
୪. ପଦ୍ମପୁର- ବିଜୟ ରଞ୍ଜନ ସିଂହ ବରିହା(ବିଜେଡି)
୫. ବିଜେପୁର- ନବୀନ ପଟ୍ଟନାୟକ(ବିଜେଡି)
୬. ଝାରସୁଗୁଡା- ନବକିଶୋର ଦାସ(ବିଜେଡି)
୭. ବ୍ରଜରାଜନଗର- କିଶୋର କୁମାର ମହାନ୍ତି(ବିଜେଡି)
ସୁନ୍ଦରଗଡ ଲୋକସଭା ଆସନ
୧. ସୁନ୍ଦରଗଡ- କୁସୁମ ଟେଟେ(ବିଜେପି)
୨. ରାଜଗାଙ୍ଗପୁର- ସିଏସ ରାଜେନ ଏକା(କଂଗ୍ରେସ)
୩. ତଳସରା- ଭବାନୀ ଶଙ୍କର ଭୋଇ(ବିଜେପି)
୪. ରାଉରକେଲା- ସାରଦା ପ୍ରସାଦ ନାୟକ(ବିଜେଡି)
୫. ରଘୁନାଥପାଲି- ସୁବ୍ରତ ତରାଇ(ବିଜେଡି)
୬. ବଣାଇ- ଲକ୍ଷ୍ମଣ ମୁଣ୍ଡା(ସିପିଆଇ-ଏମ)
ସମ୍ବଲପୁର ଲୋକସଭା ଆସନ
୧. କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ(ବିଜେଡି)
୨. ରେଙ୍ଗାଲି- ନାଉରି ନାୟକ(ବିଜେପି)
୩. ସମ୍ବଲପୁର- ଜୟ ନାରାୟଣ ମିଶ୍ର(ବିଜେପି)
୪. ରେଢାଖୋଲ- ରୋହିତ ପୂଜାରି(ବିଜେଡି)
୫. ଦେଓଗଡ- ସୁବାଷ ଚନ୍ଦ୍ର ପାଣିଗ୍ରାହି(ବିଜେପି)
୬. ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା(ବିଜେଡି)
୭. ଆଠମଲ୍ଲିକ- ରମେଶ ଚନ୍ଦ୍ର ସାଏ(ବିଜେଡି)
କେନ୍ଦୁଝର ଲୋକସଭା ଆସନ
୧. କରଞ୍ଜିଆ- ବାସନ୍ତି ହେମ୍ବ୍ରମ(ବିଜେଡି)
୨. ଚମ୍ପୁଆ- ମିନାକ୍ଷୀ ମହାନ୍ତ(ବିଜେଡି)
୩. ପାଟଣା- ଜଗନ୍ନାଥ ନାୟକ(ବିଜେଡି)
୪. କେନ୍ଦୁଝର- ମୋହନ ଚରଣ ମାଝି(ବିଜେପି)
୫. ତେଲକୋଇ- ପ୍ରେମାନନ୍ଦ ନାୟକ(ବିଜେଡି)
୬. ଘଷିପୁରା- ବଦ୍ରି ନାରାୟଣ ପାତ୍ର(ବିଜେଡି)
୭. ଆନନ୍ଦପୁର- ଭାଗିରଥୀ ସେଠି(ବିଜେଡି)
ଢେଙ୍କାନଳ ଲୋକସଭା ଆସନ
୧. ପର୍ଜଙ୍ଗ- ନୃସିଂହ ଚରଣ ସାହୁ(ବିଜେଡି)
୨. ପାଲଲହଡା- ମୁକେଶ କୁମାର ପାଲ(ବିଜେଡି)
୩. ଅନୁଗୁଳ- ରଜନୀକାନ୍ତ ସିଂହ(ବିଜେଡି)
୪. ହିନ୍ଦୋଳ- ସୀମାରାଣୀ ନାୟକ(ବିଜେଡି)
୫. ଢେଙ୍କାନାଳ- ସୁଧୀର କୁମାର ସାମଲ(ବିଜେଡି)
୬. ତାଳଚେର- ବ୍ରଜ କିଶୋର ପ୍ରଧାନ(ବିଜେଡି)
୭. କାମାକ୍ଷାନଗର- ପ୍ରଫୁଲ କୁମାର ମଲ୍ଲିକ(ବିଜେଡି)
କଟକ ଲୋକସଭା ଆସନ
୧. ବଡମ୍ବା- ଦେବୀପ୍ରସାଦ ମିଶ୍ର(ବିଜେଡି)
୨. ବାଙ୍କୀ- ଦେବି ରଞ୍ଜନ ତ୍ରୀପାଠୀ(ବିଜେଡି)
୩. ଆଠଗଡ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ବିଜେଡି)
୪. ବାରବାଟୀ-କଟକ – ମହମ୍ମଦ ମୋକିମ(କଂଗ୍ରେସ)
୫. ଚୌଦାର-କଟକ – ସୋଭିକ ବିଶ୍ୱାଳ(ବିଜେଡି)
୬. କଟକ-ସଦର – ଚନ୍ଦ୍ର ସାରଥୀ ବେହେରା(ବିଜେଡି)
୭. ଖଣ୍ଡପଡା- ସୋମ୍ୟରଞ୍ଜନ ପଟ୍ଟନାୟକ(ବିଜେଡି)
ପୁରୀ ଲୋକସଭା ଆସନ
୧. ପୁରୀ- ଜୟନ୍ତ କୁମାର ଷଡଙ୍ଗୀ(ବିଜେପି)
୨. ବ୍ରହ୍ମଗିରି- ଲଲିତେନ୍ଦୁ ବିଦ୍ୟାସାଗର ମହାପାତ୍ର(ବିଜେପି)
୩. ସତ୍ୟବାଦୀ- ଉମାଶଙ୍କର ସାମନ୍ତରାୟ(ବିଜେଡି)
୪. ପିପିଲି- ପ୍ରଦୀପ ମହାରଥୀ(ବିଜେଡି)
୫. ଚିଲିକା- ପ୍ରଶାନ୍ତ ଜଗଦେବ(ବିଜେଡି)
୬. ରଣପୁର- ସତ୍ୟନାରାୟଣ ପ୍ରଧାନ(ବିଜେଡି)
୭. ନୟାଗଡ- ଅରୁଣ ସାହୁ(ବିଜେଡି)
ଭୁବନେଶ୍ୱର ଲୋକସଭା ଆସନ
୧. ଜୟଦେବ- ଅରବିନ୍ଦ ଢାଲି(ବିଜେଡି)
୨. ଭୁବନେଶ୍ୱର-ମଧ୍ୟ- ଅନନ୍ତ ନାରାୟଣ ଜେନା(ବିଜେଡି)
୩. ଭୁବନେଶ୍ୱର-ଉତ୍ତର – ସୁଶାନ୍ତ କୁମାର ରାଉତ(ବିଜେଡି)
୪. ଏକାମ୍ର- ଅଶୋକ ଚନ୍ଦ୍ର ପଣ୍ଡା(ବିଜେଡି)
୫. ଜଟଣୀ- ସୁରେଶ ରାଉତରାୟ(କଂଗ୍ରେସ)
୬. ବେଗୁନିଆ- ରାଜେନ୍ଦ୍ର କୁମାର ସାହୁ(ବିଜେଡି)
୭. ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର(ବିଜେଡି)
ମୟୁରଭଞ୍ଜ ଲୋକସଭା ଆସନ
୧. ଜଶିପୁର- ଗଣେଶ ରାମ ସିଂହ ଖୁଣ୍ଟିଆ(ବିଜେପି)
୨. ସାରକଣା- ଭୁଦାନ ମୁର୍ମୁ(ବିଜେପି)
୩. ରାଇରଙ୍ଗପୁର- ବାସନ୍ତି ମାରାଣ୍ଡି(ବଜେଡି)
୪. ବାଙ୍ଗିରିପୋଷୀ ସୁଦାମ ମାରାଣ୍ଡି(ବିଜେଡି)
୫. ଉଦଳା- ଭାସ୍କର ମଧେଇ(ବିଜେପି)
୬. ବାରିପଦା – ପ୍ରକାଶ ସୋରେନ(ବିଜେପି)
୭. ମୋରଡା- ରାଜ କିଶୋର ଦାସ(ବିଜେଡି)
ବାଲେଶ୍ୱର ଲୋକସଭା ଆସନ
୧. ବଡସାହି- ସନାତନ ବିଜୁଳି(ବିଜେପି)
୨. ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର(ବିଜେଡି)
୩. ଭୋଗରାଇ- ଅନନ୍ତ ଦାସ(ବିଜେଡି)
୪. ବସ୍ତା- ନିତ୍ୟାନନ୍ଦ ସାହୁ(ବିଜେଡି)
୫. ବାଲେଶ୍ୱର- ମଦନ ମୋହନ ଦତ୍ତ(ବିଜେପି)
୬. ରେମୁଣା- ସୁଧାଂଶୁ ଶେଖର ପରିଡା(ବିଜେଡି)
୭. ନିଳଗିରୀ- ସୁକାନ୍ତ କୁମାର ନାୟକ(ବିଜେପି)
ଭଦ୍ରକ ଲୋକସଭା ଆସନ
୧. ସୋର- ପର୍ଶୁରାମ ଧଡା(ବିଜେଡି)
୨. ସିମୁଳିଆ- ଜ୍ୟୋତିପ୍ରକାଶ ପାଣିଗ୍ରାହି(ବିଜେଡି)
୩. ଭଣ୍ଡାରିପୋଖରୀ- ପ୍ରଫୁଲ ସାମଲ(ବିଜେଡି)
୪. ଭଦ୍ରକ- ସଞ୍ଜୀବ କୁମାର ମଲ୍ଲିକ(ବିଜେଡି)
୫. ବାସୁଦେବପୁର- ବିଷ୍ଣୁବ୍ରତ୍ତ ରାଉତରାୟ(ବିଜେଡି)
୬. ଧାମନଗର- ବିଷ୍ଣୁଚରଣ ସେଠୀ(ବିଜେପି)
୭. ଚାନ୍ଦବାଲି- ବ୍ୟୋମକେଶ ରାୟ(ବିଜେଡି)
ଯାଜପୁର ଲୋକସଭା ଆସନ
୧.ବିଞ୍ଝାରପୁର- ପ୍ରମିଳା ମଲ୍ଲିକ(ବିଜେଡି)
୨. ବରୀ- ସୁନନ୍ଦା ଦାସ(ବିଜେଡି)
୩. ବଡଚଣା- ଅମର ପ୍ରସାଦ ଶତପଥୀ(ବିଜେଡି)
୪. ଧର୍ମଶାଳା- ପ୍ରଣବ କୁମାର ବଳବନ୍ତରାୟ(ବିଜେଡି)
୫. ଯାଜପୁର- ପ୍ରଣବ ପ୍ରକାଶ ଦାସ(ବିଜେଡି)
୬. କୋରେଇ- ଅଶୋକ କୁମାର ବଳ(ବିଜେଡି)
୭. ସୁକିନ୍ଦା- ପ୍ରୀତିରଞ୍ଜନ ଘଡେଇ(ବିଜେଡି)
କେନ୍ଦ୍ରୋପଡା ଲୋକସଭା ଆସନ
୧. ସାଲେପୁର- ପ୍ରଶାନ୍ତ ବେହରା(ବିଜେଡି)
୨. ମାହାଙ୍ଗା- ପ୍ରତାପ ଜେନା(ବିଜେଡି)
୩. କେନ୍ଦ୍ରାପଡା- ଶଷିଭୂଷଣ ବେହେରା(ବିଜେଡି)
୪. ଆଳି- ପ୍ରତାପ କେଶରୀ ଦେବ(ବିଜେଡି)
୫. ରାଜନଗର- ଧ୍ରୁବ ଚରଣ ସାହୁ(ବିଜେଡି)
୬. ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ(ବିଜେଡି)
ଜଗତସିଂହପୁର ଲୋକସଭା
୧. ନିଆଳୀ- ଡଃ ପ୍ରମୋଦ କୁମାର ମଲ୍ଲିକ(ବିଜେଡି)
୨. ପାରାଦ୍ୱୀପ- ସମ୍ବିତ ରାଉତରାୟ(ବିଜେଡି)
୩. ତିର୍ତ୍ତୋଲ- ବିଷ୍ଣୁଚରଣ ଦାସ(ବିଜେଡି)
୪. ବାଲିକୁଦା-ଏରସମା – ରଘୁନନ୍ଦନ ଦାସ(ବିଜେଡି)
୫. ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି(ବିଜେଡି)
୬. କାକଟପୁର- ତୁଷାରକାନ୍ତି ବେହେରା(ବିଜେଡି)
୭. ନିମାପଡା- ସମୀର ରଞ୍ଜନ ଦାସ(ବିଜେଡି)

Comments are closed.