ବିଜେଡିରେ ମିଶିଲେ ୨୦ ବିଜେପି କର୍ମୀ

0

ଗଞ୍ଜାମ: ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର ୱାର୍ଡ ସଭ୍ୟ ବସନ୍ତ କୁମାର ନାୟକଙ୍କ ନେତୃତ୍ୱରେ ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ତ୍ୟାଗ କରିଛନ୍ତି। ବିଜେପି କର୍ମୀମାନେ ଦଳ ତ୍ୟାଗ କରିବା ପରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ହାତୀଓଟ ଜାରଶ୍ରମ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବିଜୁ ଜନତା ଦଳରେ ସାମିଲ କରାଗଲା। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply