ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ଜନ୍ମ ଦିବସ ପାଳିତ

0

ବ୍ରହ୍ମପୁର: ବ୍ରହ୍ମପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ଜନ୍ମ ଦିବସ ପାଳନ କରାଯାଇଛି। ତାଙ୍କ ଜନ୍ମଦିନ ଅଞ୍ଚଳବାସୀଙ୍କ ତରଫରୁ ପାଳନ କରାଯାଇଛି। ଏଥିରେ ସମାଜ ସେବୀ ଆଲେକ ଦାସ, ସମାଜ ସେବୀ ସଞୟ କୁମାର ଦାସ, ପୂର୍ଣ୍ଣ ବେହେରା, ରାଜୁ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଗୋପାଳ ସାହୁ, ପ୍ରକାଶ ସାହୁ, ବାଲାଜୀ, ଗୈରୀଶଙ୍କର ସାହୁ, ନୀଳାଚଳ ବିଷୋୟୀ, କୁରା ପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ର ଓ ଅଞ୍ଚଳବାସୀମାନେ ଉପସ୍ଥିତ ଥିଲେ।

Leave A Reply