ଭିତରକନିକାରେ କମିଛି ପକ୍ଷୀସଂଖ୍ୟା

0

କେନ୍ଦ୍ରାପଡ଼ା : ଭିତରକନିକାର ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଏବର୍ଷ ପକ୍ଷୀଙ୍କ ସଂଖ୍ୟା କମିଛି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ୩ ହଜାର ୮୭୮ ପକ୍ଷୀ କମ ଆସିଥିବା ଜଣାପଡିଛି। ଚଳିତବର୍ଷ ୭୪ଟି ପ୍ରଜାତିର ୧ ଲକ୍ଷ ୯ ହଜାର ୫୯ ପକ୍ଷୀ ଚିହ୍ନଟ ହୋଇଛି। ଗତବର୍ଷ ୧ ଲକ୍ଷ ୧୨ ହଜାର ୮୩ଟି ପକ୍ଷୀ ଚିହ୍ନଟ ହୋଇଥିଲେ।

Leave A Reply