ବାୟୋମେଟ୍ରିକ ଉପସ୍ଥାନ ବାତିଲ

ନୂଆଦିଲ୍ଲୀ:କେନ୍ଦ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣ ବଢୁଥିବାରୁ ବାୟୋମେଟ୍ରିକ ଉପସ୍ଥାନ ବାତିଲ କରାଯାଇଛି। ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବାତିଲ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସୂଚନା ଦେଇଛନ୍ତି।

Comments are closed.