ବାଇକ ଚାଳକକୁ ୨୨ ହଜାର୫୦୦ ଟଙ୍କା  ଜରିମାନା

0

କଣ୍ଟାବାଞ୍ଜି: କଣ୍ବାବାଞ୍ଜିରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଏକ ବାଇକ ଚାଳକକୁ ୨୨ ହଜାର୫୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଛି । କଣ୍ବାବାଞ୍ଜିର କୁରଲି ଛକରେ ଗାଡ଼ି ଯାଞ୍ଚ ବେଳେ ପରିବହନ ବିଭାଗ ଏହି ଜରିମାନା ଲାଗୁକରିଛି । ସୂଚନା ଅନୁଯାୟୀ, ବୈଧ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଓ ମଦ୍ୟପାନ କରି ଗାଡି ଚାଲାଉଥିବାରୁ ଏହି ଜରିମାନା ଆଦାୟ କରାଯାଇଛି ।

Leave A Reply