ରାସନକାର୍ଡ ଧାରୀଙ୍କୁ କୋଭିଡ଼ ସହାୟତା ପ୍ରଦାନ 

ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର ପ.ସ. ଅର୍ନ୍ତଗତ ତାଳପଦର ଗ୍ରାମପଚାଂୟତ କାର୍ଯ୍ୟାଳୟ ଠାରେ କୋଭୀଡ଼ ୧୯ ସହାୟତା ରେ ପ୍ରତ୍ୟେକ ଖାଉଟିକାର୍ଡ ଧାରୀଙ୍କୁ ୧୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।  ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଉପେନ୍ଦ୍ର ପଧାନ, ସମିତି ସଭ୍ୟ ପ୍ରସାଦ ଚନ୍ଦ୍ର ସେଠ, ଗ୍ରାମ ରୋଜଗାର ସେବକ ପଚାଂନନ ପାଧାନ,ପଚାଂୟତ ପିଅନ ଭୁତୁଲ ନାଏକ ପ୍ରମୁଖ ଉପସ୍ଥିତ ଥାଇ ସହାୟତା ବଟଂନ କରିଥିଲେ।

 

Comments are closed.