ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଘାଟିତ 

ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ପ.ସ. ଅର୍ନ୍ତଗତ ତାଳପଦର ଓ ପଡ଼ା ଗ୍ରାମରେ ନୂତନ ଭାବେ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନୀୟ ବିଧାୟକା ରିତା ସାହୁ ଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଲେ ସମ୍ମାନିତ ଅତିଥି ଭାବେ ତହସିଲଦାର ଆର୍ତତ୍ରାଣ ଥାର୍ଟି ,ପ୍ରଧାନ କିରାଣୀ ବ୍ରହ୍ମସାଗର ଭୋଇ, ରାଜସ୍ୱ ପରିଦର୍ଶକ ମହାନନ୍ଦ ବାବୁ,ନୂତନ ରାଜସ୍ୱ ନିରିକ୍ଷକ ଗାୟତ୍ରୀ ପଧାନ,କାର୍ଯ୍ୟନିର୍ବାହୀ ଅଧିକାରୀ ଉପେନ୍ଦ୍ର ପଧାନ,ସରଂପଚ ଦୁଲ୍ଲଭ ସେଠ,ସମିତି ସଭ୍ୟ ପ୍ରସାଦ ଚନ୍ଦ୍ର ସେଠ,ବିଜେପୁର ବ୍ଲକ ସଇପଂଚ ସଂଘର ସଭାପତି ଜୟକୃଷ୍ଣ ଡ଼ନସନ,ଅଧ୍ୟାପକ ଶୁସାନ୍ତ କୁମାର ମିଶ୍ର,ଚୂଡ଼ାମଣି ପଧାନ ତାଥା ଅଚଂଳର ଅନେକ ଆଇନଜୀବୀ ଓ ଜନ ସାଧାରଣ ଉକ୍ତ ଉଦଘାଟନୀ ସଭା ରେ ଉପସ୍ଥିତ ଥିଲେ ।

ଶେଷରେ ବିବେକାନନ୍ଦ ପଧାନ ଧନ୍ୟବାଦ ଅପର୍ଣ କରିଥିଲେ ।

Comments are closed.