ଆରମ୍ଭ ହେଲା ଲଣ୍ଡାବିର ଯାତ୍ରା

0

ବିଜେପୁର : ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ.ସରିଗିଡା ଗ୍ରାମରେ ଲଣ୍ଡାବିର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଉତ୍ତଳି ନଦୀ କୂଳରେ ଅନୁଷ୍ଠିତ ହୋଇଛି। ଲୋକମାନେ ନିଜର ମନସ୍କାମନା ପୁର୍ଣ୍ଣ କରିବା ପାଇଁ ଏହି ଯାତ୍ରାରେ ପଶୁ ବଳି ମଧ୍ୟ ଦେଇଥାଆନ୍ତି। ଲଣ୍ଡାବିର ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଧାର୍ମିକ ମାହୋଲ ସୃଷ୍ଟି ହୋଇଛି।

Leave A Reply