ସବୁଠାରୁ ବୟସ୍କ ବୁଢ଼ିଆଣୀର ମୃତ୍ୟୁ

0

ପୃଥିବୀର ସବୁଠୁ ବୟସ୍କ ବୁଢ଼ିଆଣୀର ମୃତ୍ୟୁ ଏପ୍ରିଲ ୨୦୧୮ରେ ହୋଇଥିଲା। ଅଷ୍ଟ୍ରେଲିଆ ବୈଜ୍ଞାନିକଙ୍କ ଅନୁସାରେ, ୪୩ ବର୍ଷର ଏହି ବୁଢ଼ିଆଣୀକୁ ଏକ ପରଜୀବୀ କାମୁଡ଼ିବାରୁ ତା’ର ମୃତ୍ୟୁ ଘଟିଲା। ପଶ୍ଚିମ ଅଷ୍ଟ୍ରେଲିଆରେ ଏହି ବୁଢ଼ିଆଣୀ ଉପରେ ୧୯୭୪ ମସିହାରୁ ନଜର ରଖିଥିଲେ ବୈଜ୍ଞାନିକମାନେ। ସେମାନଙ୍କ ମତ ଥିଲା ଯେ ବୁଢ଼ିଆଣୀ ଯେହେତୁ ଗୋଟିଏ ସ୍ଥାନରେ ରହୁଥିଲା, ସେହି କାରଣରୁ ଏତେ ବର୍ଷ ଜୀବିତ ରହିପାରିଲା।

Leave A Reply