ରାଜ୍ୟରେ ଜନତା କର୍ଫ୍ୟୁ ଓ ଲକ ଡାଉନର ପ୍ରଭାବ

ଭୁବନେଶ୍ବର : କରୋନା କବଳରେ ସାରା ବିଶ୍ବ। ଏହା ନିଦାନ ଲାଗି କୌଣସି ଟିକା କିମ୍ବା ଔଷଧ ଅଦ୍ୟାବଧି ବାହାରିନି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଳନ କରିବା ଲାଗି ନିବେଦନ କରିଥିଲେ। ଏହାକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ ଜଣାଇଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ମୁକାବିଲା ବିଭିନ୍ନ ପଦକ୍ଷେପ ନେବା ସହ ୫ଟି ଜିଲା ୮ଟି ପ୍ରମୁଖ  ସହରକୁ ୨୯ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ଜନତା କର୍ଫ୍ୟୁ ଓ ଲକ ଡାଉନର  ପ୍ରଭାବ ରାଜ୍ୟର ସବୁ ଜିଲାରେ ପଡିଛି। ଆରମ୍ଭରୁ ରାସ୍ତାଘାଟ , ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ଖାଁ ଖାଁ ରହିଛି। ରାଜଧାନୀ ଭୁବନେଶ୍ବରରେ  ୪୦ ପ୍ଲାଟୁନ ପୁଲିସ ଓ ୧୦୦ ଜଣ ଅଫିସର ମୁତୟନ କରାଯିବା ସହ ବାହରେ ବୁଲାବୁଲି କରୁଥିବା ଜନତାଙ୍କୁ ଘରେ ରହିବା ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। 

ନିମାପଡ଼ା ବ୍ଲକ ବଳଙ୍ଗା ବଜାର ସମ୍ପୂର୍ଣ୍ଣ ବନ୍ଦ :

ସୁନ୍ଦରଗଡ଼ ଜିଲାରେ ପ୍ରଭାବ :

ଯାଜପୁର ଟାଉନ୍ ଓ ଯାଜପୁର ରୋଡ ସହର ଲକ୍ ଡାଉନ :

ସାକ୍ଷୀଗୋପାଳରେ ଜନତା କର୍ଫ୍ୟୁ ଚାରିଆଡେ ଶୂନଶାନ :

ଭୁବନେଶ୍ବର- କଟକୁ ସଂଯୋଗ କରୁଥିବା ରାସ୍ତା ଖାଁ ଖାଁ  : ଗାଡି ଚଳାଚଳ ବନ୍ଦ

ପର୍ଯ୍ୟଟନ ସ୍ଥଳୀ କୋଣାର୍କ :

ଜନତା କର୍ଫ୍ୟୁ ପ୍ରଭାବରେ ଅନୁଗୋଳରେ ବନ୍ଦର ପ୍ରଭାବ:

କୋରାପୁଟରେ ପ୍ରଭାବ :

ସମ୍ବଲପୁରରେ ପ୍ରଭାବ : 

ଭଦ୍ରକରେ ପ୍ରଭାବ :

ଜଗତସିଂହପୁର ଜିଲାରେ ପ୍ରଭାବ :

ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରରେ ପୂର୍ଣ୍ଣ ସମର୍ଥନ :

ପୁରୀରେ ଜନତା କର୍ଫ୍ୟୁର ପ୍ରଭାବ : ଜନଶୂନ୍ୟ ବେଳାଭୂମି ଓ ବଡ଼ଦାଣ୍ଡ :

Comments are closed.