ଦାୟିତ୍ୱ ଗ୍ରହଣ କଲେ ବିଧାନସଭାର ନୂତନ ସଚିବ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ବିଧାନସଭାର ନୂତନ ସଚିବ ନିଯୁକ୍ତ ହୋଇଛନ୍ତି। ଦାଶରଥୀ ଶତପଥୀ ନୂତନ ବିଧାନସଭା ସଚିବ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ମଙ୍ଗଳବାର ବିଧାନସଭାର ଷୋଡ଼ଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

Comments are closed.