୨ଟି ଅଫୁଟା ବୋମା ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ୟୁନିଟ ୯ ଅଞ୍ଚଳରୁ ସୋମବାର ଦୁଇଟି ଅଫୁଟା ସୁତୁଲି ବୋମା ଜବତ ହୋଇଛି। ଖବର ପାଇ ପୁଲିସ ବମ ସ୍କ୍ୱାର୍ଡ଼ ପହଞ୍ଚି ବୋମା ଦୁଇଟିକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି। ମାତ୍ର ବୋମା କେଉଁଠାରୁ ଆସିଲା ଓ କିଏ ପକାଇଛି ସେନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.