ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ କଲେ ସରପଞ୍ଚ, ସମିତି ସଭ୍ୟ

0

କଳାହାଣ୍ଡି: କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକର ପଞ୍ଚାୟତ ସମିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଦ୍ଧରେ ମଙ୍ଗଳବାର ସରପଞ୍ଚ, ସମିତି ସଭ୍ୟ ଲିଖିତ ଆବେଦନ କରିଥିବା ଜଣାପଡିଛି। ସୂଚନା ମୁତାବକ, ସରପଞ୍ଚ, ସମିତି ସଭ୍ୟଙ୍କ ମନମ୍ମୁଖୀ ଓ ଜନବିରୋଧି କାର୍ୟ୍ୟକଳାପ ପାଇଁ ଏହି ଲିଖିତ ଆବେଦନ ହୋଇଛି। ଉକ୍ତ ବ୍ଲକର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟାମାନେ ଅତିଷ୍ଠ ହୋଇ ପଡିବା ଫଳରେ ବାଧ୍ୟ ହୋଇ ଭବାନୀପାଟଣା ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ବିରୁଧ୍ୟରେ ଅନସ୍ଥା ପ୍ରସ୍ଥାପ ଆଣିବା ପାଇଁ ଲିଖିତ ଆବେଦନ କରିଥିବା ସୂଚନା ମିଳିଛି।

Leave A Reply