ଭରତପୁରରେ ୨ ଗୋଷ୍ଠୀ ସଂଘର୍ଷ; ଢ଼େଲାପଥର ମାଡ଼ରେ ବହୁ ଆହତ

ଭୁବନେଶ୍ବର: ଭରତପୁରରେ ୨ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ଖବର ପାଇଁ ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଗୋଷ୍ଠୀର ଉତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଛନ୍ତି ଓ ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।

Comments are closed.