ପଦବୀ ଛାଡ଼ିଲେ ଭକ୍ତ ଚରଣ ଦାସ

ଭୁବନେଶ୍ୱର : ୨୦୧୯ର ସାଧାରଣ ନିର୍ବାଚନର ଫଳାଫଳ ରାଜ୍ୟ କଂଗ୍ରେସକୁ ଦୋହଲାଇ ଦେଇଛି । ନିର୍ବାଚନରେ ଦଳର ବିପର୍ୟ୍ୟୟ ପାଇଁ ନୈତିକତା ଦୃଷ୍ଟିରୁ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଥିବା କଥା ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Comments are closed.