ନକଲି ଗୁଟଖା କାରଖାନା ମାଲିକ ଗିରଫ

0

ଭଦ୍ରକ : ଭଦ୍ରକ ସହରରେ ଏକ ନକଲି ନୋଟ କାରବାର ରାକେଟ ଠାବ କରାଯାଇଛି। ପୁରୁଣାବଜାର ପୁଲିସ ଏହି ମାମଲାରେ ଜଣକୁ ଅଟକରଖି ପଚରାଉଚରା ଚଳାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ କିଛି ନକଲି ନୋଟ ଜବତ କରାଯାଇଛି।
ସେହିପରି ପୁରୁଣାବଜାର ପୁଲିସ ଏକ ନକଲି ଗୁଟଖା କାରଖାନ ଉପରେ ଚଢାଉ କରିଛି। ନାମିଦାମୀ କମ୍ପାନୀର ଖୋଳରେ ନକଲି ଗୁଟଖା କାରବାର ହେଉଥିବା ଅଭିଯୋଗ ହୋଇଥିଲା। କାରଖାନର ମାଲିକ ଏସ୍‍.କେ.ସବୀରକୁ ଗିରଫ କରାଯାଇଛି।

Leave A Reply