ଭଦ୍ରକ ଲୋମହର୍ଷଣକାରୀ ଦୁର୍ଘଟଣାର ଟ୍ରକ ଡ୍ରାଇଭର ଗିରଫ

0

ଭଦ୍ରକ : ଭଦ୍ରକର ରାହାଞ୍ଜ ନିକଟରେ ଗତ ଗୁରୁବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଟ୍ରକ ଡ୍ରାଇଭର ଶେଷରେ ଗିରଫ ହୋଇଛି। ଗିରଫ ଟ୍ରକ ଡ୍ରାଇଭରକୁ ଆନ୍ଦ୍ରପ୍ରଦେଶରୁ ଗିରଫ କରାଯାଇଛି। ଶ୍ରୀକାକୁଲମ ଜିଲା କବିଟି ଥାନା ନିକଟରୁ ଗିରଫ କରାଯାଇଥିବା ଭଦ୍ରକ ଏସଡିପିଓ ଜଳଧର ଜାଲି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଦୁର୍ଘଟଣାରେ ୫ଜଣ ବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ଛଅ ଜଣ ଗୁରୁତର ହୋଇଥିଲେ।

Leave A Reply