ଅଜଣା ମୃତଦେହ ଠାବ

ଭଦ୍ରକ : ଭଦ୍ରକ ଜିଲା ବାସୁଦେବପୁର ପସିଆ ସାମୁଦ୍ରିକ ଥାନା ଅଧିନସ୍ଥ  ବିଦେୟପୁର ପଞ୍ଚାୟତ ରାସ୍ତା କଡ଼ରୁ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣ ସ୍ଥାନେରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Comments are closed.