ଜୁନାଗଡରେ ଜାତୀୟ ଆଦିବାସୀ ଲୋକନୃତ୍ୟ ମହୋତ୍ସବ ଫେବୃଆରୀ ୧୨ରୁ ଆରମ୍ଭ

ଭବାନୀପାଟଣା: କଳାହଣ୍ଡି ଜିଲ୍ଲାର ଜୁନାଗଡଠାରେ ପ୍ରଥମଥର ପାଇଁ ଜାତୀୟ ଆଦିବାସୀ ଲୋକନୃତ୍ୟ ମହୋତ୍ସବ ଫେବୃଆରୀ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ୧୫ଟି ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ଓ ଓଡ଼ିଶାର ୪ଟି ଗୃପ ଭାଗନେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଓଡିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ପ୍ରକାଶ କରିଥିଲେ ।

Comments are closed.