ବିଷ୍ଣୁ ପ୍ରଧାନ ଭବାନୀପାଟଣା ଉପନଗରପାଳ ନିର୍ବାଚିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଉପନଗରପାଳ ଭାବରେ ୯ ନମ୍ବର ୱାର୍ଡ ବିଜେଡି କାଉନସିଲର ବିଷ୍ଣୁ ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିଭଳି କେସିଙ୍ଗା ଏନ୍ ଏ ସି ର ଉପାଧ୍ୟକ୍ଷା ଭାବରେ ସରସ୍ୱତୀ ସାହା ,ଜୁନାଗଡ ଏନ୍ ଏ ସି ର ଉପାଧ୍ୟକ୍ଷା ହିମାନ୍ଦ୍ରୀ ନାଏକ ଏବଂ ଧର୍ମଗଡ ଏନ ଏ ସି ର ଉପନଗରପାଳିକା ଭାବରେ ମନୀଷା ମିଶ୍ର ନିର୍ବାଚିତ ହୋଇଛନ୍ତି ।

Comments are closed.