ସରକାରୀ ଇଂଜିନିୟରିଂ ସ୍କୁଲ କୋଠା ଭୁଶୁଡ଼ିଲା

ବ୍ରହ୍ମପୁର: ଉମା ଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ କୋଠା ଭୁଶୁଡି ପଡିଛି । ଏହି ଶିକ୍ଷାନୁଷ୍ଠାନର ମେକାନିକାଲ ବିଭାଗ ଲାବ୍ରୋଟାରୀ ଓ କରିଡର ଭୁଶୁଡି ପଡିଛି । ଗତ ରାତିରେ ଏହି ଘଟଣା ଘଟିଥିବାରୁ କେହି ଆହତ ହୋଇନାହାନ୍ତି । କୋଠଟି ୬୦ ବର୍ଷ ତଳର ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ୨ ଦିନ ଯାଏଁ କ୍ଲାସ ସସପେଣ୍ଡ କରିଛନ୍ତି ।

Comments are closed.