ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଗାଡି ଉପରକୁ ଅଣ୍ଡା ମାଡ ଅଭିଯୋଗ

0

ବ୍ରହ୍ମପୁର:   ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ କାର ଉପରକୁ ଅଣ୍ଡାମାଡ କରାଯାଇଥିବା ଅଭିଯୋଗ ହୋଇଛି । ସେ କୌଣସି ଏକ କାମରେ କଟକ ଅଭିମୁକେ ଯାଉଥିବା ବେଳେ ,ଗଞ୍ଜାମ ଜିଲା  ଖଲ୍ଲିକୋଟ ଘାଟି ନିକଟରେ ରେ ଅଣ୍ଡାମାଡ ହୋଇଥିବା ସୂଚନା ମିଳିଛି । ସେ କଟକରେ ଆୟୋଜନ କରାଯାଉଥିବା କୁଳପତିଙ୍କ ସମ୍ମିଳନୀକୁ ଯୋଗ ଦେବା ପାଇଁ ଯାଉଥିଲେ । ଅଣ୍ଡାମାଡ ସମ୍ପର୍କରେ ପୁଲିସରେ କୌଣସି ଅଭିଯୋଗ ହୋଇ ନାହିଁ ।

Leave A Reply