ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

ନର୍ଲା : ଆଜି ନର୍ଲା ପୁଲିସ ବେଣୁଧର ପାତ୍ର (୧୯)ନାମକ  ଆଦିବାସୀ ଯୁବକକୁ ପୋକ୍ସୋ ଆଇନରେ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏକ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଗତ ୨୬ ତାରିଖରେ ନର୍ଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କେସ୍ ନମ୍ବର ୯୩ ଅନୁଯାୟୀ ଦଫା ୩୬୩,୩୬୬ ଏ, ୩୭୬,୨ ଆଣ୍ଡ ୫୦୬ ଆଇପିସି,୬ ପୋକ୍ସୋରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।

Comments are closed.