କ’ଣ ସମସ୍ତଙ୍କ ପାଇଁ ହିତକର ବେଲପଣା ?

0

ସାଧାରଣତଃ ବେଲ ଏକ ସ୍ବାସ୍ଥ୍ୟପଯୋଗୀ ଫଳ। ଶରୀର ପାଇଁ ଏହା ହୀତକର ବୋଲି ସମସ୍ତେ ଜାଣନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଏହା ସମସ୍ତଙ୍କ ପାଇଁ ହିତକରଚସାବ୍ୟସ୍ତ ହୋଇ ନଥାଏ। ତେବେ ଚାଲନ୍ତୁ ଜାଣିବା କେଉଁମାନେ ବେଲପଣା ପିଇବା ଅନୁଚିତ ଓ କେଉଁମାନେ ପିଇବା ଅନୁଚିତ –

-ମଧୁମେହ ରୋଗୀ ବେଲପଣା ପିଇବା ଉଚିତ୍ ନୁହେଁ। କାରଣ ବେଲ ମିଠା ହୋଇଥାଏ ଓ ପଣା କଲା ବେଳେ ଏଥିରେ ଚିନି ମିଶୁଥିବାରୁ ଏହା ରକ୍ତରେ ଶର୍କରାର ମାତ୍ରାକୁ ବଢାଇ ଦେଇଥାଏ।

-ଗର୍ଭବତୀ ମହିଳା ବେଲପଣା ପିଇବା ଆଦୌ ଉଚିତ ନୁହେଁ। କାରଣ ବେଲପଣା ପିଇଲେ ଗର୍ଭ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ। ସେହିପରି ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଆ ମାନେ ମଧ୍ୟ ବେଲପଣା ପିଇବା ଅନୁଚିତ।

-ଅସ୍ତ୍ରୋପଚାର ହୋଇଥିଲେ ବେଲପଣା ପିଇବା ମନା। କାରଣ ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ବଢି ଯାଇଥାଏ ଓ ଶରୀର ଅସୁସ୍ଥ ହୋଇପଡ଼େ।

Leave A Reply