ଅଗ୍ନିକାଣ୍ଡରେ ଜଳିଗଲା ଘରକରଣା

ବେଗୁନିଆ:ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣତୀର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କର ଏକ ବଖରା ଘର ସମେତ ଅନ୍ୟାନ୍ୟ ଘରକରଣl ପୋଡିଯାଇଛି l ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ l ଖବର ପାଇ ବେଗୁନିଆ ଆରଆଇ ବିଜୟ କୁମାର ମାର୍ଥl ବିପନ୍ନ ଙ୍କ ନିକଟରେ ପହଞ୍ଚି ଜରିପାଲ ଯୋଗାଇ ଦେଇଛନ୍ତି l

Comments are closed.