ବାବା ବାଙ୍କନିଧିଙ୍କ ପୀଠରେ ୨୨ ଫୁଟ ଉଚ୍ଚତାର ନାଗ ମୂର୍ତ୍ତି ପ୍ରତିଷ୍ଠା

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଞ୍ଚାୟତର ଛିମା ଗ୍ରାମରେ ଥିବା ବାବା ବାଙ୍କନିଧିଙ୍କ ପୀଠରେ ରବୀନ୍ଦ୍ରନାଥ ସାହୁ ୨୨ ଫୁଟ ଉଚ୍ଚତାର ନାଗ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଏବଂ ଲଷ୍ମୀନାରାୟଣ ଆଚାର୍ଯ୍ୟ ବେଦ ପାଠ କରିଥିବା ସମୟରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.