ଆଇପିଏସଙ୍କ ଘରୁ ଚୋରି ଘଟଣା ; ୩ ଗିରଫ

ଭୁବନେଶ୍ବର : ରାଜଧାନୀରେ ଅଭାବନୀୟ ଘଟଣା। ଜଣେ ଆଇପିଏସଙ୍କ ଘରୁ ଦୃର୍ବୃତ୍ତମାନେ ଝରକା ଭାଙ୍ଗି ଜିନିଷ ପତ୍ର ଚୋରି କରି ନେଇଛନ୍ତି। ଏ ନେଇ  ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗପରେ କ୍ୟାପିଟାଲ ଥାନା ପୁଲିସ ବୁଧବାର ୩ ଜଣ ଅଭିଯୁକ୍ତଙ୍କୁ ଷ୍ଟେସନ୍ ଅଞ୍ଚଳରୁ ଗିରଫ କରିଛି। ଏମାନଙ୍କ ପାଖରୁ ପୁଲିସ ଲାପଟପ୍ ସହିତ ବହୁ ଚୋରା ସାମଗ୍ରୀ ଜବତ କରିଛି।

Comments
Loading...