ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ୫ କରୋନା ରୋଗୀ

ଭୁବନେଶ୍ବର : ରାଜ୍ୟରେ ଶନିବାର ୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଅଥିବା ଆକ୍ରାନ୍ତାଙ୍କ ମଧ୍ୟରୁ ୪ଜଣ ବାଲେଶ୍ବର ଜିଲାର ହୋଇଥିବା ବେଳେ ଜଣେ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି।

Comments are closed.