ବଦଳିଲା ଶିକ୍ଷକଙ୍କ ସ୍କୁଲ ସମୟ

0

ଭୁବନେଶ୍ୱର : ଭୁବନେଶ୍ୱରର ସବୁ ସରକାରୀ ଶିକ୍ଷକଙ୍କ ବିଦ୍ୟାଳୟ ଯିବା-ଆସିବା ସମୟ  ବଦଳିଛି ।  ଏ ନେଇ ଭୁବନେଶ୍ୱର ବିଇଓ  ବୁଧବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏଣିକି ଶିକ୍ଷକମାନଙ୍କୁ ଦିନ ୯ଟା ୩୦ରୁ ୪ଟା ୩୦ ଯାଏ ବିଦ୍ୟାଳୟରେ ରହିବାକୁ ପଡ଼ିବ ।  ବିଦ୍ୟାଳୟ ସବୁ ଶ୍ରେଣୀ ଗୃହରେ ମ୍ୟାଟ୍ ପଡ଼ିବ ସହ ପିଲାଙ୍କୁ ଫିଲଟର ପାଣି ଦିଆଯିବ ପାଇଁ ଭୁବନେଶ୍ୱର ବିଇଓ ନିର୍ଦ୍ଦେଶ ଦେଇଛନ୍ତି  ।

Leave A Reply