ହଷ୍ଟେଲ ଫି ହ୍ରାସ ନେଇ ବାଣୀବିହାରରେ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ସୋମବାର ରାଜଧାନୀ ଭୁବନେଶ୍ୱର ସ୍ଥିତ ବାଣୀବିହାରରେ ଛାତ୍ରୀ ଅଶାନ୍ତି ସହ ସେମାନେ ଧାରଣାରେ ବସିଛନ୍ତି। ବିଭିନ୍ନ ପ୍ରକାର ସମସ୍ୟା ନେଇ ଛାତ୍ରୀମାନେ ପିଜି କାଉନସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ତାଙ୍କ ସମସ୍ୟା ଗୁଡିକ ଉପରେ ଧ୍ୟାନ ଦେବା ସହ  ଖୁବ ଶୀଘ୍ର ସମାଧାନ ନେଇ ଛାତ୍ରୀମାନେ ଦାବି କରିଛନ୍ତି। ମୁଖ୍ୟତଃ ଛାତ୍ରୀମାନେ ନିଜର ହଷ୍ଟେଲ ଫି ହ୍ରାସ କରିବା ପାଇଁ ଧାରଣାରେ ବସିଛନ୍ତି ବୋଲି ସୂଚନା ମିଳିଛି।

 

Comments are closed.