ଭେନସ ୟୁଥ କ୍ଲବ ପକ୍ଷରୁ ମନ୍ଦିର ସଫେଇ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ପ୍ରସାନ୍ତି ବିହାରର ଏକ ନମ୍ବର ଓ୍ବର୍ଡରେ ଥିବା ଶୈବ ମନ୍ଦିର ପରିସରକୁ ରବିବାର ଭେନସ ୟୁଥ କ୍ଲବ ପକ୍ଷରୁ ସେଫଇ କରାଯାଇଛି। କରୋନା ମହାମରୀରେ ସମସ୍ତ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଦୀର୍ଘଦିନ ହେବ ବନ୍ଦ ରହିଥିବାରୁ ମନ୍ଦିର ପରିସର ଗୁଡିକ ଅଳିଆ ଆବର୍ଜନା ଓ ଅନାବାନା ଗଛରେ ଭର୍ତ୍ତିହୋଇ ପଡି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଭେନସ ୟୁଥ କ୍ଲବ ପକ୍ଷରୁ ଏହି ସଫେଇ କାର୍ଯ୍ୟ କରାଯାଇଥିଲା।

Comments are closed.