ରାଜଧାନୀରୁ ୪ ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀରୁ ଭୁବନେଶ୍ୱରୁ ୪ ଲୁଟେରାଙ୍କୁ ଗିରଫ କରାଯାଇଥିବା ବୁଧବାର ଜଣାପଡ଼ିଛି। ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଏହି ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାଙ୍କ ଠାରୁ ୮୦ ଗ୍ରାମର ୧୨ଟି ଚେନ, ୩ ବାଇକ ଜବତ ହୋଇଛି। ଜବତ ୧୨ଟି ଚେନର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ଲୁଟେରା ଲୁଟପାଟ୍‍ କରୁଥିଲେ ବୋଲି ସୂଚନା ମିଳିଛି।

Comments are closed.