ନିତି ଆୟୋଗ – ରାଜ୍ୟ ସରକାରଙ୍କ ବୈଠକ

ଭୁବନେଶ୍ୱର : ଆଜି ନିତି ଆୟୋଗ ସହ ରାଜ୍ୟ ସରକାରଙ୍କ ବୈଠକ ହେଉଛି। ଏହି ବୈଠକରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସଦସ୍ୟ ଭି.କେ ପଲ ଉପସ୍ଥିତ ରହିଛନ୍ତି। ଭିସି ଜରିଆରେ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଅଛନ୍ତି। ଏହାସହ ବୈଠକରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ସ୍ୱତନ୍ତ୍ର ଫୋକସ୍‍ ରାଜ୍ୟ ସହ ଅନ୍ୟ ଦାବି ଉପସ୍ଥାପନା ନେଇ ସୂଚନା ମିଳିଛି।

Comments are closed.