ରାଜଧାନୀର ଟଙ୍କପାଣି ରୋଡରେ ଅଘଟଣ ; ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ଭୁବନେଶ୍ୱର : ରାଜଧାନୀର ଟଙ୍କପାଣି ରୋଡରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। କାମ ବେଳେ ଶ୍ୱାସ ରୁଦ୍ଧ ହୋଇଯିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

 

Comments are closed.