ଭୁବନେଶ୍ବର ଓ ଜଗତସିଂହପୁର ହେଲା କରୋନାମୁକ୍ତ : ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସିଖବର । ଭୁବନେଶ୍ବର ଓ ଜଗତସିଂହପୁର ହେଲା କରୋନାମୁକ୍ତ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ୩ ଜଣ ଓ ଜଗତସିଂହପୁରରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ସେମାନଙ୍କ ଛାଡି ଦିଆଯାଇଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

 

 

Comments are closed.