ଖଣ୍ଡଗିରିରୁ ଗଞ୍ଜେଇ ଜବତ : ଦୁଇ ଇଂଜିନିୟରିଂ ଛାତ୍ର ଗିରଫ, ଦେଖନ୍ତୁ ଭିଡିଓ……..

ଭୁବନେଶ୍ଵର : ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ମଙ୍ଗଳବାର ପୁଲିସ୍ ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ଥିବା ଦୁଇ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି।

Comments are closed.