ଭୁବନେଶ୍ବରରୁ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮

ଭୁବନେଶ୍ବର : ଭୁବନେଶ୍ବରରୁ ସୋମବାର ଆଉ ୧୪  ନୂଆ କରୋନା ପଜିଟିଭ ଚିହ୍ନଟ। ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୬ ସୁସ୍ଥ ହୋଇଥିବା ବେଲେ ୩୫୩ ଜଣ ଚିକିତ୍ସାଧିନ ରହିଛନ୍ତି ଓ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚାନା ଦିଆଯାଇଛି ।

 

Comments are closed.