ଧାନ ମଣ୍ଡି ତାତି : ଗୃହ ୧୧ଟା ୩୦ ଯାଏଁ ମୁଲତବି

ଭୁବନେଶ୍ବର: ମଙ୍ଗଳବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଧାନ ମଣ୍ଡିରେ ଧାନ ପଡ଼ିରହିବା ନେଇ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ। ଏ ନେଇ ବାଚସ୍ପତି  ଦିନ ୧୧ ଟା ୩୦ ଯାଏଁ ଗୃହକୁ ମୁଲତବି ରଖିଛନ୍ତି।

Comments are closed.