ଆପାର୍ଟମେଣ୍ଟରୁ ପଡ଼ି ନାବାଳିକା ମୃତ

ଭୁବନେଶ୍ବର : ବଡ଼ଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆପାର୍ଟମେଣ୍ଟରୁ ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ନାବାଳିକା ଜଣଙ୍କ ଖେଳୁଥିବା ବେଳେ ଭାରସାମ୍ୟ ହରାଇ  ଆପାର୍ଟମେଣ୍ଟର ୪ ମହଲାରୁ ପଡ଼ି  ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.