ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା , ‘ଏକ୍ୟୁ’ ସିରିଜ୍‌ର ଉଠାଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ସ୍ଵଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ (Aq) ସିରିଜ୍‌ର ଉଠାଣ ଆସନ୍ତା ତା,୨୪/୧୧/୨୦୨୦ରିଖ ମଙ୍ଗଳବାର ଅପରାହ୍ନ ୨.୩୦ ଘଟିକା ସମୟରେ ଅନୁଷ୍ଠିତ ହେବ । କରୋନା ମହାମାରୀଜନିତ ପରିସ୍ଥିତି ଯୋଗୁଁ ଏହି ଉଠାଣ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା । ସାମାଜିକ ଦୂରତା ପାଇନକୁ ଦୃଷ୍ଟିରେ ରଖୁ ଏହି କାର୍ଯ୍ୟକ୍ରମରେ ଅଧିକ ଜନସମାବେଶ ନକରି ସର୍ବଧାରଣଙ୍କ ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଠାଣ ପ୍ରକ୍ରିୟା ‘ୟୁ ଟ୍ୟୁବ୍ଟ୍ୟୁବ୍ (URL:- https://bit.ly/38B5HZ)) e ad Gae (URL: https://www.facebook.com/Odisha-Small-Savings-Incentive- Scheme100968628513153)  ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ଓଡ଼ିଶାର ଜନସାଧାରଣଙ୍କ ଦାର ବିଭିନ୍ନ ସ୍ଵାକ୍ତ ସଂଚୟ ଯୋଜନାଗୁଡ଼ିକ ବିଶେଷ ଭାବରେ ଆଦୃତ ହୋଇଥିବାରୁ ଏହି ଉଠାଣ କାର୍ଯ୍ୟକ୍ରମ ପ୍ରତି ସ୍ଵଳ୍ପ ସଂଚୟ ଜମାକାରୀମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି ।

 

 

Comments are closed.