ରାଜଧାନୀର ଡ଼ଟ ଫେଷ୍ଟ

0

ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଡ଼ଟ ଫେଷ୍ଟରେ ଲୋକଙ୍କ ବେଶ ଭିଡ଼ ଜମୁଛି। କାଲି ରବିବାର ଥିବାରୁ ଏହି ଫେଷ୍ଟିବାଲରେ ଲୋକେମାନେ ଆମିଷ ଓ ନିରାମିଷ ଖାଦ୍ୟର ଖୁବ ମଜା ନେଇଥିଲେ। ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଯୁବପିଢୀ ରକ ବ୍ୟାଣ୍ଡର ତାଳରେ ଝୁମିଥିଲେ।
ଭାରତ, ଫାନ୍ସ, ଜାପାନ, ପାକିସ୍ତାନ ଏପରି ୧୬ଟି ଦେଶର ସୁସ୍ୱାଦୁ ବ୍ୟଞ୍ଜନ ସହିତ ଓଡ଼ିଆଙ୍କ ଖାଦ୍ୟ ଆଳୁଦମ ଦହିବରା, ଗୁପଚୁପ ଓ କାକରା ମଧ୍ୟ ମିଳୁଛି। ବିଭିନ୍ନ ପ୍ରକାରର ଖାଦ୍ୟର ସ୍ୱାଦ ନେବାକୁ ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଛି।

Leave A Reply