ଆରମ୍ଭ ହେଲା ହକି ଉଦଘାଟନୀ ମହୋତ୍ସବ

0

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ହକି ବିଶ୍ୱକପ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଲିଉଡ ଅଭିନେତା ସବ୍ୟସଚୀ ମହାପାତ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହି କାଯ୍ୟକ୍ରମର ଉପସ୍ଥାପନ କରୁଛନ୍ତି। ବଲିଉଡ ଅଭିନେତା ଶାହାରୁଖ ଖାନ, ଅଭିନେତ୍ରୀ ମାଧ୍‍ୁରୀ ଦିକ୍ଷୀତ୍‍, ପ୍ରସିଦ୍ଧ ଗାୟକ ଏ.ଆର ରେହେମାନ ପ୍ରମୁଖ କାର୍ଯ୍ୟକ୍ରମ କରିବେ। ବଲିଉଡ ନୃତ୍ୟ ପ୍ରଶିକ୍ଷକ ସ୍ୟମକ ଦ୍ୟାବର ମଧ୍ୟ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି।

Leave A Reply